କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି କରାଯାଏ ଡଙ୍ଗା ଭସା ? ଡଙ୍ଗା ଭସା ସମୟରେ ‘ଆ କା ମା ବୈ… କହିବାର କ’ଣ…
୮ ନଭେମ୍ବରରେ ପାଳନ କରାଯିବ ଏ ବର୍ଷର କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ସବୁଠାରୁ ପୁଣ୍ୟର ମାସ ଭାବେ ଗଣାଯାଏ । ଏହି ମାସରେ କରାଯାଇଥିବା ପୂଣ୍ୟର ଫଳ ଦୁଇ ଗୁଣିତ ହୋଇଥାଏ । ତେଣୁ କାର୍ତ୍ତିକ ମାସରେ ଆଧ୍ୟାତ୍ମିକ ଓ ଶାରୀରିକ ଶକ୍ତିର ବୃଦ୍ଧି ନିମନ୍ତେ ଲକ୍ଷ…