Browsing Tag

Why does banana damage quickly?

କଦଳୀ କାହିଁକି ଶୀଘ୍ର ନଷ୍ଟ ହୋଇଯାଏ ?

ଆପଣ ପ୍ରତିଦିନ କଦଳୀ ଖାଉଥିବେ । କଦଳୀକୁ ହେଲଦି ଫୁଡ ଭାବେ ଗଣାଯାଏ । କିନ୍ତୁ ବେଶୀ ଦିନ ଯାଏ କଦଳୀକୁ ରଖିହୋଇନଥାଏ । ଆପଣ ଦେଖିଥିବେ କଦଳୀ ରଖିବାର ଦିନେ ଦୁଇଦିନ ଭିତରେ ତା ଉପରେ କଳା ରଙ୍ଗର ଚିହ୍ନ ହୋଇଯାଏ । ଯଦିଓ ଅନ୍ୟକିଛି ଫଳ ଉପରେ ଏହା ହୋଇଥାଏ କିନ୍ତୁ କଦଳୀରେ ହେବାର ଏକ କାରଣ…