ପିରିୟଡସ୍ ହେବା ପୂର୍ବରୁ କାହିଁକି ପେଟ କାଟେ ? ଏହା ଶରୀର ପାଇଁ ଭଲ ନା ଖରାପ
ଅଧିକାଂଶ ମହିଳାଙ୍କ ଠାରେ ପିରିୟଡସ୍ ପୂର୍ବରୁ ପେଟ କାଟିବା, ଶାରୀରିକ ବ୍ୟଥା, ମୁଡ୍ ସୁଇଙ୍ଗ ଭଳି ଲକ୍ଷଣ ଦେଖା ଦେଇଥାଏ । କିଛି ମହିଳାଙ୍କ କ୍ଷେତ୍ରରେ ସ୍ତନ ଦରଜ ହେବା, ପେଟ ଫୁଲିବା ଭଳି ଶାରୀରିକ ପରିବର୍ତ୍ତନ ମଧ୍ୟ ଦେଖାଯାଏ । ଏସବୁକୁ ପ୍ରି ମେନଷ୍ଟରୁଆଲ ସିଣ୍ଡ୍ରୋମ (PMS) ବୋଲି…