କାହିଁକି ହିନ୍ଦୁ ବିବାହରେ ବର ଓ ବଧୂଙ୍କର ପଡିଥାଏ ହସ୍ତଗଣ୍ଠି ?
ହିନ୍ଦୁ ବିବାହର ରୀତିନୀତି ଖୁବ ଦୀର୍ଘ ହୋଇଥାଏ l ଯାହାକୁ ପାଳନ କରିବା ଆମ ପକ୍ଷରେ ଖୁବ କଷ୍ଟକର ହୋଇଥାଏ l ଛୋଟ ବଡ ଅନେକ ନୀତି ନିୟମ ଏହାର ଗୋଟିଏ ଗୋଟିଏ ଅଂଶ ଅଟେ l କିନ୍ତୁ ହିନ୍ଦୁ ବିବାହର ପ୍ରତ୍ୟେକ ରୀତିନୀତି ର କିଛି ନା କିଛି ମହତ୍ୱ ରହିଛି l ନିର୍ବନ୍ଧ ଠାରୁ ନେଇ ହାତ ଗଣ୍ଠି ପଡିବା…