ଉପଚାର : କମ୍ ବୟସରେ କେଶ ପାଚୁଥିଲେ
ଆଜିକାଲି ଅନେକ ଲୋକ କମ୍ ବୟସରେ କେଶ ପାଚିବା ସମସ୍ୟାର ସମ୍ମୁଖୀନ କରୁଛନ୍ତି । ଖାସକରି ଏହାକୁ ନେଇ ଚିନ୍ତାରେ ପଡୁଛନ୍ତି ଯୁବପୀଢି । ଏଥିରୁ ରକ୍ଷା ପାଇବା ପାଇଁ , କିଏ କେତେ କ’ଣ ଉପାୟ ଆପଣାଉଛନ୍ତି । ତେବେ ଏହି ସମସ୍ୟାକୁ କମ୍ କରିବା ପାଇଁ କିଛି ଘରୋଇ ଉପଚାର ରହିଛି , ଆସନ୍ତୁ ଜାଣିବା…