ଘରର କେଉଁ କୋଣରେ କେଉଁ ଦେବତାଙ୍କୁ ରଖିବା ଭଲ ?
ଘରକୁ ମନ୍ଦିର ବୋଲି କୁହାଯାଏ, କାରଣ ଘରର ପୂଜା ଘରେ ଆମେ ଦେବୀ-ଦେବତା ମାନଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା ପାଠ କରିଥାଉ। କିନ୍ତୁ କିଛି ଲୋକ ଭଗବାନଙ୍କ ମୂର୍ତ୍ତି ଆଣି ଘରର ଯେକୌଣସି କୋଣରେ ରଖି ପୂଜା ପାଠ କରିବା ଆରମ୍ଭ କରିଦିଅନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଭଗବାନଙ୍କ…