ଯେତେବେଳେ କାହାକୁ ଟଙ୍କା ଉଧାର ଦେଉଛନ୍ତି, ତେବେ ଏହି କିଛି ଧ୍ୟାନ ଦିଅନ୍ତୁ ନହେଲେ ଫେରି ପାଇବେନି ଟଙ୍କା
ଆବଶ୍ୟକ ପଡିଲେ ଆମେ ସମସ୍ତେ ଜଣେ ଜଣଙ୍କୁ ପଇସା ଉଦ୍ଧାର ଦେଇ ସାହାଯ୍ୟ କରିଥାଉ l କିନ୍ତୁ ଆପଣ କଣ କେବେ ଭାବିଛନ୍ତି ଉଦ୍ଧାର ଦେବା ସମୟରେ କରାଯାଇଥିବା କିଛିଟା ଭୁଲ ଆପଣଙ୍କୁ କାଙ୍ଗାଳ କରିପାରେ l ଆପଣଙ୍କର ଗୋଟିଏ ଛୋଟ ଭୁଲ କାରଣରୁ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ପାରନ୍ତି l ଆସନ୍ତୁ…