ଘର ବାହାରେ ଓଲଟା ଚପଲ ରହିଲେ କ’ଣ ହୋଇଥାଏ ? ଏହା ପଛରେ କ’ଣ ରହିଛି ବିଶେଷତ୍ୱ
ଘରେ ଓଲଟା ଚପଲ ଦେଖିଲେ ଆମକୁ ଅନେକ ପାଟି କରିଥାନ୍ତି। ଏପରିକି ଓଲଟା ଚପଲକୁ ସିଧା କରିଦେବାକୁ କହିଥାନ୍ତି। ତେବେ କ'ଣ ଆପଣ ଜାଣନ୍ତି ଏହା ପଛରେ ଥିବା କାରଣ କ'ଣ। କୁହାଯାଏ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇପାରେ। ଏପରିକି ମା' ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଫଳରେ ଘରେ ଦରିଦ୍ରତା…