ପେଜକୁ ଫୋପାଡି ଦେଉଛନ୍ତି କି ? ଶରୀରକୁ ମିଳିଥାଏ ଏହି ସବୁ ଫାଇଦା
ଭାତ ପ୍ରସ୍ତୁତ ସମୟରେ ସେଥିରୁ ବାହାରୁଥିବା ପେଜକୁ ଆମେ ଫିଙ୍ଗି ଦେଇଥାଉ। ଆସନ୍ତୁ ଜାଣିବା ଯାହାକୁ ଆମେ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ ତାହା ଆମର କେଉଁ କାମରେ ଆସିଥାଏ।ଚାଉଳରୁ ଭାତ ହୋଇଗଲା ପରେ ସେଥିରୁ ପେଜ ବାହାରି ଥାଏ। ଏହି ପେଜକୁ ଆମେ ଗାଈକୁଣ୍ଡରେ ହେଉ ଅଥବା ନଳାରେ ଫିଙ୍ଗି ଦେଇଥାଉ।…