କ’ଣ ସତରେ ଗୋପାଳ ଥିଲେ ମାନସିକ ରୋଗୀ ? ଆଜି ବିଧାନସଭାରେ ମିଳିଥିବା ତଥ୍ୟ ପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ?
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ କୁହାଯାଉଥିବା ଅଭିଯୁକ୍ତ ଗୋପାଳ ଦାସଙ୍କ ନେଇ ଆଜି ଯେଉଁ ତଥ୍ୟ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋପାଳଙ୍କୁ ମାନସିକ ରୋଗୀ ବୋଲି ପରିବାର ଲୋକ ଦାବି କରୁଥିବାବେଳେ, କ୍ରାଇମବ୍ରାଞ୍ଚ ଅଧିକାରୀ ସେହି ଦିଗରେ ତଦନ୍ତ କରୁଥିବାବେଳେ, ତାଙ୍କ ଚାକିରି…