୨୫ ରେ କରିବି ଖୁଲାସା, ଭାରତରେ ରାହୁଲ ଦେଖେଇ ପାରିବେନି ମୁହଁ : ଶ୍ରୀକାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସ ରୁ ବିଦା ହୋଇଥିଲେ ଶ୍ରୀକାନ୍ତ ଓ ସଗରିଆ । ଆଜି ସକାଳ ହେବାର ଅପେକ୍ଷାରେ ସାରା ରାତି ଆଖିରୁ ନିଦ ହଜିଯାଇଥିଲା ଶ୍ରୀକାନ୍ତଙ୍କର । ସକାଳ ହୋଇଚିକି ନାହିଁ ଡାକିଲେ ସାମ୍ବାଦିକ ସମ୍ବିଳନୀ । ମନ ଇଚ୍ଛା ବର୍ଷିଲେ…