ପିରିୟଡ୍ସକୁ ଘୁଞ୍ଚାଇବା ପାଇଁ ଚାଁହୁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ ଆପଣଙ୍କ ସମସ୍ୟାର ହେବ ସମାଧାନ, ଖାଇବାକୁ…
ଅନେକ ମହିଳା ପିରିୟଡ୍ସକୁ ଘୁଞ୍ଚାଇବା ପାଇଁ ଔଷଧ ଖାଇଥାନ୍ତି। କିନ୍ତୁ ଅନେକ ଥର ଏମିତି ହୋଇଛି ଯେ ପିରିୟଡ୍ସ ଡିଲେ କରିବା ପାଇଁ ଆମେ ଖାଉଥିବା ମେଡିସିନର ସାଇଡ ଇଫେକ୍ଟ ରହିଥାଏ। ଯାହାଦ୍ୱାରା ହର୍ମୋନ୍ ଇମବାଲାନ୍ସର କାରଣ ବନିଯାଇଥାଏ। ଆପଣ ଜାଣିଛନ୍ତି ଯେ ପିରିୟଡ୍ସ ବା ମାସିକ ଧର୍ମ…