ନେମାଳରେ ଅଚ୍ୟୁତାନନ୍ଦ ପୀଠ ପରିଦର୍ଶନ କରିବା ସହ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କଲେ ୫-ଟି ସଚିବ
ସାଲେପୁର ନେମାଳ ଅଚ୍ୟୁତାନନ୍ଦ ପୀଠକୁ ଅଚାନକ ଗସ୍ତ କରିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଦୁଇ ଦିନିଆ କେନ୍ଦ୍ରାପଡ଼ା ଗସ୍ତସାରି ଫେରିବା ସମୟରେ ନେମାଳ ଅଚ୍ୟୁତାନନ୍ଦ ମହାପୁରଷଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ା ପରିଦର୍ଶନ କରିଥିଲେ ।
ମନ୍ଦିରର ଉନ୍ନତି ସମ୍ପର୍କରେ ବିଭାଗୀୟ…