ମଣିପୁରରେ ଉଗ୍ର ହେଲା ହିଂସା; ପୁଣି ୪ଜଣଙ୍କୁ ହତ୍ୟା କଲେ ବିଦ୍ରୋହୀ
ମଣିପୁରରେ ପୁଣି ଉଗ୍ର ହେଲା ହିଂସା । ବିଷ୍ଣୁପୁରରେ ବିଦ୍ରୋହୀଙ୍କ ଗୁଳିରେ ଥରିଲା ଅଞ୍ଚଳ । ଘଟଣାସ୍ଥଳରେ ଟଳିପଡିଲେ ୪ଜଣ । ରବିବାର ବିଳମ୍ବିତ ରାତିରେ ମଣିପୁରର ଉତ୍ତରପଶ୍ଚିମ ପ୍ରାନ୍ତରେ ଗୁଳିମାଡ ହୋଇଥିଲା । କାଙ୍ଗ୍ପୋକପି ଜିଲ୍ଲାର ଡମ୍ପିଂ ପାହାଡି ଇଲାକାରେ କୁକି ସମ୍ପ୍ରଦାୟର…