Browsing Tag

vijay mohapatra

ବିଜୟ ମହାପାତ୍ରଙ୍କୁ ପୁଣି କଣଠେସା, ମହାକାଳପଡା ସମାବେଶକୁ ଆସିଲେନି

ଓଡିଶା ଫାଷ୍ଟ( ବ୍ୟୁରୋ)  : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ବିଜେପି ପୁଣି ଅଣଦେଖା କରିଛି। ଗତକାଲି  ମହାକାଳପଡ଼ାରେ ବିଜେପ ପକ୍ଷରୁ ସିଏଏ ସମର୍ଥନରେ ବିଜେପିର ବିଶାଳ ସମାବେଶ ହୋଇଥିଲା। ବିଜୟ ମହାପାତ୍ର ହେଉଛନ୍ତି ଏହି ମାଟିର ପୁଅ । ତଥାପି ସେ ଉକ୍ତ ସମାବେଶରେ ଅନୁପସ୍ଥିତ…