Browsing Tag

Vegitable price hike after election

ନିର୍ବାଚନ ପରେ ଆକାଶ ଛୁଆଁ ହେଲା ପରିବା ଦର

ନିର୍ବାଚନ ସରିବା ପରେ ବଢିଲାଣି ବଜାର ଦର । ବିଶେଷ କରି ପରିବା ଦର ଆକାଶ ଛୁଆଁ ହୋଇଛି । ଅଧିକାଂଶ ପରିବାର ରେଟ୍ ୮୦ ଟଙ୍କା ଉପରେ । କଟକ ଛତ୍ରବଜାର ପରିବା ମାର୍କେଟରେ ବାଇଗଣ କିଲୋ ୨୦ରୁ ୪୦ ଟଙ୍କା ରହିଛି । କାକୁଡି ୮୦, ଝୁଡଙ୍ଗ ୧୦୦ ଟଙ୍କା ରହିଛି । ସେହିପରି ପୋଟଳ ୮୦ ଟଙ୍କା ଓ ଜହ୍ନି ୬୦…