ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିଲ୍, ଓଡିଶାରୁ ୩ଜଣ ପାଇଲେ ସଫଳତା
ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିଲ୍- ୨୦୨୨ ରେଜଲ୍ଟ । ମୋଟ୍ ୯୩୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସାଧାରଣ ବର୍ଗରେ ୩୪୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ଆଇଏଏସରେ ୧୮୦, ଆଇଏଫଏସରେ ୩୮, ଆଇପିଏସରେ ୨୦୦ଜଣ, ସେଣ୍ରାଲ ସର୍ଭିସ ଗ୍ରୁପ ଏରେ ୪୭୩ ଏବଂ ଗ୍ରୁପ-ବି'ରେ ୧୩୧ ଜଣ…