ଭୁବନେଶ୍ୱରରେ ରୋଷେଇ ଗ୍ୟାସ ପାଇପଲାଇନ ସଂଯୋଗ ହୋଇଥିବା ଘରକୁ ଯାଇ ଚା’ ପିଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଗେଲ ଇଣ୍ଡିଆର ପ୍ରାକୃତିକ ରୋଷେଇ ଗ୍ୟାସ ପାଇପଲାଇନ ଦ୍ୱାରା ନାଗରିକମାନେ ପାଉଥିବା ସୁବିଧା ଜାଣିବା ପାଇଁ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ଅନନ୍ତବିହାରର ଲାଭାର୍ଥୀ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଶୋକ…