ଫିକ୍ସିଂ ଅଭିଯୋଗରେ ବିଦା ହେଲେ ୨ କ୍ରିକେଟର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତା ୧୯ରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସିଜିନ୍ । ତେବେ ଏହା ପୂର୍ବରୁ ଆସିଛି ଚାଂଚଲ୍ୟକର ଖରବ । ୟୁଏଇରୁ ଫିକ୍ସି ଅଭିଯୋଗ ଆସିଛି ।
ୟୁଏଇର ଦୁଇ ଖେଳାଳିଙ୍କୁ ଏମିରାଟ୍ସ କ୍ରିକେଟ୍ ବୋର୍ଡ ଆଇସିସି ଦୁର୍ନୀତି ନିରୋଧୀ ଆଇନର…