Browsing Tag

Two accused of Amresh murder case arrested by commissionerate police

ଅମରେଶ ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀପାବଳି ଦିନ ରାତିରେ ବାଣଫୁଟାକୁ କେନ୍ଦ୍ର କରି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପଛପଟ ଏକାମ୍ର କଲେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡର ଦୁଇ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନେ ହେଲେ ରାଘବ ଓ ଜଗଦୀଶ ।…