ସିବିଆଇ ମହାକଳିରେ ଟୁଇଷ୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ ମହାକଳିରେ ଏବେ ନୂଆ ଟୁଇଷ୍ଟ ଆସିଛି। ଦିଲ୍ଲୀ ହାଇକୋର୍ଟ ଏବେ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ରୁଜୁ ଏଫଆଇଆର ଫାଇଲ୍ର ତର୍ଜମା…