ଟ୍ବିନସିଟିରେ ସୁଲଭ ମୂଲ୍ୟରେ ମିଳିବ ଘର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ବଳ୍ପ ଆୟକାରୀଙ୍କ ପାଇଁ ଖୁସି ଖବର । ସୁଲଭ ମୂଲ୍ୟରେ ଭୁବନେଶ୍ବର ଓ କଟକରେ ମିଳିବ ବାସଗୃହ । ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ଶୁଭାରମ୍ଭ ହୋଇଛି ୧୬୦ଟି ଫ୍ଲାଟ ବିକ୍ରି ପ୍ରକ୍ରିୟା । ଆର୍ଥିକ ଦୁର୍ବଳ ଶ୍ରେଣୀର ୪୦ଟି,…