ଆଜି ରାତିରେ ବାତ୍ୟା ଭୀଷଣ ବାତ୍ୟାର ରୂପ ନେବ ‘ମୋକା’
ଆସୁଛି ବଡ ବାତ୍ୟା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଡିପ୍ ଡିପ୍ରେସନ୍ ଓ ଏବେ ବାତ୍ୟାରେ ପରିଣତ ହୋଇଛି । ଗୁରୁବାର ରାତିରେ ବାତ୍ୟା 'ମୋକା' ଭୀଷଣ ବାତ୍ୟା ଓ ପରବର୍ତ୍ତୀ ସମୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏ…