Browsing Tag

Tomorrow in Dhamnagar; Election violence before counting of votes

ଆସନ୍ତାକାଲି ଧାମନଗରରେ ଭାଗ୍ୟପରୀକ୍ଷା; ଭୋଟ ଗଣତି ପୂର୍ବରୁ ନିର୍ବାଚନୀ ହିଂସା

ଆସନ୍ତାକାଲି ଧାମନଗରରେ ଭୋଟ ଗଣତି । ହେଲେ ଏହା ପୂର୍ବରୁ ଧାମନଗର ତିହିଡିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତିହିଡି ତଳଗପବିନ୍ଧା ଗାଁରେ ବିଜେପି ସମର୍ଥକଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେପି ସମର୍ଥକଙ୍କୁ ଗତକାଲି ବିଳମ୍ବିତ ରାତିରେ ବିଜେଡି କର୍ମୀ…