ଆନ୍ ସନ୍ଙ୍କ ନୂଆ ଅଲିମ୍ପିକ୍ କୀର୍ତ୍ତିମାନ
ଟୋକିଓ : ଟୋକିଓ ଅଲିମ୍ପିକ୍ସର ଉଦ୍ଘାଟନୀ ଦିବସରେ ଅନୁଷ୍ଠିତ ତୀରନ୍ଦାଜି ପ୍ରତିଯୋଗିତାରେ ନୂଆ ଅଲିମ୍ପିକ୍ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। ଦକ୍ଷିଣ କୋରିଆର ମହିଳା ତୀରନ୍ଦାଜ ଆନ୍ ସନ୍ ମହିଳା ୭୨ ଧନୁ ରୢାଙ୍କିଙ୍ଗ ରାଉଣ୍ଡରେ ୬୮୦ ପଏଣ୍ଟ ସହ ଏହି ଅଲିମ୍ପିକ୍ କୀର୍ତ୍ତିମାନ…