ପାଟିରୁ ପିଆଜ ଗନ୍ଧ ଆସୁଥିଲେ କରନ୍ତୁ ଏହି ଉପାୟ
ଆମେ ସମସ୍ତେ ଏହା ଜାଣୁ ଯେ ପିଆଜ ରସୁଣ ଖାଇବା ଦ୍ବାରା ଆମକୁ ଏକ ଅଲଗା ସ୍ବାଦ ମିଳିଥାଏ କିନ୍ତୁ ପିଆଜ ରସୁଣ ଖାଇବା ଦ୍ବାରା ଆମ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।
ପିଆଜ ଏବଂ ରସୁଣରେ ଏଲିସିନ୍,ଅଲାୟଲ ମିଥାଇଲ ସଲଫାଇଡ ଏବଂ ସିସଟିନ ସଲଫୋକ୍ସାଇଡ ଭଳି କେତେକ ଖାସ୍ ଉପାଦାନ ରହିଥିବାରୁ ଏହା…