ବଡ଼ ଦାଣ୍ଡରେ ଗଡ଼ିଲା ତିନି ରଥ
ବଡ଼ ଦାଣ୍ଡରେ ଗଡ଼ିଲା ତିନି ରଥ । ଗୋଟିଏ ଦିନରେ ନେତ୍ରୋତ୍ସବ ଏବଂ ରଥଯାତ୍ରା ପଡ଼ିଥିବାରୁ ଆଜି ନୀତିକାନ୍ତି ବିଳମ୍ବ ହେବ ବୋଲି ଅନୁମାନ କରାଯାଉଥିଲା ହେଲେ ସବୁକିଛି ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ବାଦିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,…