ସିଂହଦ୍ବାର ସମ୍ମୁଖରେ ତିନିଠାକୁରଙ୍କ ତିନି ରଥ
ନବଦିନାତ୍ମକ ଯାତ୍ରା ସାରି ଫେରିଲେ ଶ୍ରୀଜୀଉ । ବାଟରେ ମାଉସୀ ମା’ ଅର୍ଦ୍ଧାଶିନୀଙ୍କ ଠାରୁ ଖାଇଲେ ପୋଡ ପିଠା । ଶୃଙ୍ଖଳାର ସହ ସିଂହଦ୍ବାରକୁ ରଥ ଟାଣି ଆଣିଲେ ଭକ୍ତ । ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ ।
ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ମହାପ୍ରଭୁଙ୍କ…