ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ
ମଧ୍ୟପ୍ରଦେଶରେ ନଭେମ୍ବର ୨୩ରୁ ଆରମ୍ଭ ହେବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ ଯାତ୍ରା'। ଏହା ପୂର୍ବରୁ ଯାତ୍ରା ସମୟରେ ବୋମା ବିସ୍ଫୋରଣର ଧମକ ମିଳିଛି। ଏହି ଧମକପୂର୍ଣ୍ଣ ଚିଠି ପଠାଯାଇଥିବା ଲଫାପାରେ ବିଜେପି ବିଧାୟକ ଚେତନ କଶ୍ୟପଙ୍କ ନାମ ଲେଖାଯାଇଛି। ପୁଲିସ ଏହି ଘଟଣାର…