ଚାଣକ୍ୟଙ୍କ ଏହି ନୀତି ବଦଳାଇ ଦେବ ଆପଣଙ୍କ ଭାଗ୍ୟ
ଆଚାର୍ଯ୍ୟ ଚାଣକ୍ୟଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ବିଜ୍ଞ ଏବଂ ଜ୍ଞାନୀ ମାନଙ୍କ ମଧ୍ୟରେ ପରିଗଣିତ କରାଯାଇଥାଏ। ବର୍ଷ ବର୍ଷ ତଳୁ ତାଙ୍କ ଦ୍ୱାରା ଲେଖାଯାଇଥିବା ନୀତି ଶାସ୍ତ୍ର ଆଜିବି ମଣିଷର ଜୀବନଶୈଳୀକୁ ପ୍ରଭାବିତ କରି ଆସୁଛି। ଚଣକ୍ୟ ନୀତି ଗ୍ରହଣ କରିବା କଷ୍ଟକର ହୋଇଥିଲେ ହେଁ ଏହାକୁ ଗ୍ରହଣ…