ଆପଣଙ୍କର ସକାଳର ଏହି ଭୁଲ ମୋଟା ହେବାର କାରଣ ପାଲଟିଥାଏ
ମୋଟାପଣ ଆଜିକାଲି ପିଢିର ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ତେଣୁ ସମସ୍ତେ ଓଜନ ହ୍ରାସ କରିବାର ନୂଆ ନୂଆ ଫର୍ମୁଲା ଆପଣାଇବାରେ ଲାଗିଛନ୍ତି । ଏସବୁ ମଧ୍ୟରେ କିଛି ଏମିତି ଜିନିଷ ଅଛି ଯାହା ଦ୍ୱାରା ଆପଣ ସହଜରେ ଓଜନ କମାଇବାରେ ସକ୍ଷମ ହୋଇପାରିବେ । ବ୍ୟକ୍ତିର ପ୍ରତି ଛୋଟ ଛୋଟ ଅଭ୍ୟାସ ଓଜନ…