ହକି ବିଶ୍ୱକପ ପାଇଁ ରହିବନି କୌଣସି ବାଧ୍ୟତାମୂଳକ ଗାଇଡଲାଇନ୍
ଆଗାମୀ ହକି ବିଶ୍ୱକପ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡଲାଇନ୍ ରହିବନି । ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ ମ୍ୟାଚର ଆୟୋଜନ ହେବ। ହକି ବିଶ୍ୱକପ୍ ରୂପରେଖ ନେଇ ପ୍ରତିକ୍ରିୟା ରଖି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହା କହିଛନ୍ତି ।
ସୂଚନା ଥାଉକି, ଆସନ୍ତା ୧୩ରୁ…