ପ୍ରତି ଜିଲ୍ଲାରେ ହେବ ଅଡିଟୋରିୟମ୍ ଓ କଲ୍ୟାଣ ମଣ୍ଡପ
ପ୍ରତି ଜିଲ୍ଲାରେ ହେବ ଅଡିଟୋରିୟମ୍ ଏବଂ କଲ୍ୟାଣ ମଣ୍ଡପ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭାଗର କାର୍ଯ୍ୟ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ଏହାସହ ବିଭାଗୀୟ କାର୍ଯ୍ୟର ମଧ୍ୟ ହିସାବ ଦେଇଛନ୍ତି ।
ପଶ୍ଚିମ ଓଡ଼ିଶା…