ସାମୁଦ୍ରିକ ଝଡ଼ ପ୍ରଭାବ, ୩ ଦିନ ପ୍ରବଳ ବର୍ଷିବ, ଚିନ୍ତାରେ ଚାଷୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ଝଡ଼ ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଘୁର୍ଣ୍ଣିଝଡ ପେଥାଇ ଘଣ୍ଟାପ୍ରତି ୧୭…