କାହିଁକି ବସି ଗୋଡ ହଲାଇବାକୁ କରାଯାଇଛି ବାରଣ, ଏହା ପଛରେ ରହିଛି ଏଭଳି ଧାର୍ମିକ କାରଣ
ସାଧାରଣ ଭାବରେ ମଣିଷର ଆଚାର ବ୍ୟବହାର କୁ ନେଇ ଅନେକ ପ୍ରକାର ନୀତିନିୟମ ରହିଥାଏ । ଯାହାକୁ ନେଇ ସକାଳୁ ସନ୍ଧ୍ୟା ମଧ୍ୟରେ ଅନେକ ନିୟମ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ବସି ଥିବା ସମୟରେ ଗୋଡ ହଲାଇବା ଉଚିତ୍ ନୁହେଁ । ଆମ ମଧ୍ୟରୁ କିଛି ଲୋକ ଙ୍କ ର ଅଭ୍ୟାସ ରହିଥାଏ ବସି ବସି ଲଗାତାର…