Browsing Tag

The wall of the house broke down due to the rain; Gone is the life of 2 sisters

ବର୍ଷା ଯୋଗୁଁ ଭାଙ୍ଗିଗଲା ଘରର କାନ୍ଥ; ଚାଲିଗଲା ୨ ଭଉଣୀଙ୍କ ଜୀବନ

ମୟୂରଭଞ୍ଜ ଜିଲା ବିଶୋଇ ଵ୍ଲକ ଅନ୍ତର୍ଗତ ଭୋଳବେଡା ଗ୍ରାମରେ ବଡ଼ ଧରଣର ଅଘଟଣ ଘଟିଛି । ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ମାଟି କାନ୍ଥ ଭୁଶୁଡି ପଡିବାଫଳରେ ଗୋଟିଏ ପରିବାରର ୨ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଭଉଣୀ ହେଉଛନ୍ତି ସେହି ଗ୍ରାମର ଅନୀଲ ଗିରିଙ୍କ ଝିଅ ସୁଇଟି ଗିରି (୧୨ବର୍ଷ) ଓ…