Browsing Tag

The truth could not be revealed

ସତ ଉଗାରି ପାରିଲାନି ଲାଏ ଡିଟେକ୍ସନ୍

ଭୁବନେଶ୍ବର: ନକଲି ଡାକ୍ତର ରଙ୍ଗିଲା ରମେଶ ସ୍ବାଇଁଠାରୁ ବହୁ ଚେଷ୍ଟା କରି ବି ସତ ଉଗାରି ପାରିନଥିଲେ ବରିଷ୍ଠ ପୁଲିସ ଅଧିକାରୀମାନେ । ବାରମ୍ବାର ସମସ୍ତଙ୍କୁ ମିଛ କହି ଭୂଆଁ ବୁଲାଇଥିଲା। ଏବେ ମିଛଧରା ଯନ୍ତ୍ରକୁ ବି ସେ ଖାତିର କରିନାହିଁ। ମିଛଧରା ଯନ୍ତ୍ର ଆଗରେ ବି ସେ ଠୋ ଠା କରି କେବଳ ମିଛ…