Browsing Tag

the second wife of Mulayam Singh Yadav

ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପରଲୋକ

ସମାଜବାଦୀ ପାର୍ଟିର ସଂରକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କର ଶନିବାର ଦ୍ୱିପହରରେ ପରଲୋକ ଘଟିଛି । ଅନେକ ଦିନରୁ ତାଙ୍କ ଫୁସଫୁସରେ ସମସ୍ୟା ଥିଲା । ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ…