ସ୍କୁଲରେ ପାଳନ ହେବ ସ୍ୱାଧିନତା ଦିବସ, ରହିବେନି ଛାତ୍ରଛାତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ପାଇଁ ଏବେ ସ୍କୁଲ କଲେଜ ସବୁ ବନ୍ଦ ରହିଛି। ଅନଲକ ୩.୦ ରେ କିଛି ମାତ୍ରାରେ କଟକଣା କୋହଳ ହୋଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ କଟକଣା କଡ଼ାକଡ଼ି ରହିଛି। ତେବେ ଚଳିତ ବର୍ଷ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ଦେଶରେ ପାଳନ କରାଯାଉଛି। କୋଭିଡ କଟକଣାକୁ ପାଳନ କରି…