ନୁଆ ସଂସଦ ଭବନ ଉଦଘାଟନକୁ ନେଇ ଚାଲିଥିବା ରାଜନୀତିକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ
ନୂଆ ସଂସଦ ଭବନ କିଏ ଉଦଘାଟନ କରିବା ଉଚିତ ? ଏହାକୁ ନେଇ ବିବାଦ ତେଜୁଛି । ଇତି ମଧ୍ୟରେ ୨୦ ରାଜନୈତିକ ଦଳ ନୂଆ ସଂସଦ ଭବନ ଉଦଘାଟନକୁ ବହିଷ୍କାର କରିବା ପାଇଁ ଘୋଷଣା କରିଛନ୍ତି । କଂଗ୍ରେସ ସମେତ ଏକାଧିକ ବିରୋଧୀ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ଏହାକୁ ଉଦଘାଟନ କରିବା…