ପୁଣିଥରେ ଆରମ୍ଭ ହେଲା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି
ତୁଟୁଲାନି ବିବାଦ । ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବିବାଦ ମାମଲାରେ ଟ୍ରଷ୍ଟବୋର୍ଡରୁ ଇସ୍ତଫା ଦେଲେ ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ । ଭକ୍ତଙ୍କୁ ମାଗିଲେ କ୍ଷମା । ସ୍ବାଭାବିକ ଭାବେ ଆରମ୍ଭ ହେଲା ନୀତିକାନ୍ତି । ନୀତି ଆରମ୍ଭ କଲେ ପୁଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ । ଜମି ବିବାଦ…