Browsing Tag

The name of Ayodhya railway station has changed

ବଦଳିଲା ଅଯୋଧ୍ୟା ରେଳ ଷ୍ଟେସନର ନାଁ

ବଦଳିଲା ଅଯୋଧ୍ୟା ରେଲୱେ ଷ୍ଟେସନର ନାଁ । ଅଯୋଧ୍ୟା ଜଙ୍କସନରୁ ଏହାର ନାମକୁ ଅଯୋଧ୍ୟା ଧାମ ଜଙ୍କସନକୁ ବଦଳାଯାଇଛି । ଲୋକଙ୍କ ଆସ୍ଥା ଓ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ନାମ ପରିବର୍ତ୍ତନ ହୋଇଥିବା ଇଣ୍ଡିଆନ୍ ରେଲୱେ କନଫରେନ୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି । ଏହାର ଆଲଫାବେଟିକ କୋଡ୍…