Browsing Tag

The Marburg virus has raised concerns for the world

ବିଶ୍ୱ ପାଇଁ ଚିନ୍ତା ବଢ଼ାଇଲାଣି ମାରବର୍ଗ ଭୂତାଣୁ, ୯ ମୃତ

କରୋନା ସଂକ୍ରମଣ ପରେ ଏବେ ଆଉ ଏକ ଭୂତାଣୁ ବିଶ୍ବର ଚିନ୍ତା ବଢ଼ାଇ ଦେଇଛି। ଆଫ୍ରିକୀୟ ଦେଶ ଇକ୍ବେଟୋରିୟଲ ଗିନିରେ ବାଦୁଡ଼ିଠାରୁ ବ୍ୟାପୁଥିବା ମାରବର୍ଗ ଭୂତାଣୁ ସଂକ୍ରମଣ ବଢ଼ିବାେର ଲାଗିଛି। ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କ ଜୀବନ ଗଲାଣି। ୧୬ ଜଣ ସନ୍ଦିଗ୍ଧ ରୋଗୀ ମଧ୍ୟ ଚିହ୍ନଟ ହୋଇଛନ୍ତି।…