ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ
ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ପୃଥିବୀର ବିଭିନ୍ନ ସ୍ଥାନ ସମେତ ଭାରତରେ ଗ୍ରହଣ ଦୃଶ୍ୟମାନ ହୋଇଛି । ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିଥିବାବେଳେ ୨ ଟା ୨୪ ମିନିଟ ୨ ସେକେଣ୍ଡ ଯାଏ ଦୃଶ୍ୟମାନ ହୋଇଥିଲା । ଚନ୍ଦ୍ରଗ୍ରହଣର ଅବଧି ଥିଲା ୧ଘଣ୍ଟା…