Browsing Tag

The in-laws beat the son-in-law

ଜ୍ବାଇଁକୁ ପିଟି ପିଟି ମାରିଦେଲେ ଶ୍ଵଶୁର ଘର ଲୋକେ

ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ ଅଭାବନୀୟ ଘଟଣା। ଜ୍ବାଇଁକୁ ପିଟି ପିଟି ମାରିଦେଲେ ଶ୍ଵଶୁର ଘର ଲୋକେ। ହତ୍ୟା ପରେ ମୃତଦେହକୁ ଜରି ବସ୍ତାରେ ଭର୍ତି କରି ଫିଙ୍ଗି ଦେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଜବତ କରିଥିଲା। ମୃତ ବ୍ୟକ୍ତିଙ୍କ ନାଁ ରୁଦ୍ର ମେହେର। ପାରିବାରିକ କଳହକୁ ନେଇ…