Browsing Tag

The importance of Kalidalan ekadashi

କାଳୀୟଦଳନ ଏକାଦଶୀର ମହତ୍ୱ, କାହିଁକି ଏହାକୁ କରାଯାଏ ପାଳନ ?

ଆଜି ହେଉଛି କାଳୀୟଦଳନ ଏକାଦଶୀ। ଏହା ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ପାଳନ କରାଯାଇଥାଏ। ଏହିଦିନ ଶ୍ରୀମନ୍ଦିରରେ ମହାପ୍ରଭୁମାନେ କାଳୀୟଦଳନ ବେଶ ଧାରଣ କରିଥାନ୍ତି। କାଳୀୟଦଳନ ଏକାଦଶୀ ମୁଖ୍ୟତଃ ଓଡିଶାରେ ପାଳନ କରାଯାଇଥାଏ। ଭାରତର ଅନ୍ୟ ସ୍ଥାନ ମାନଙ୍କରେ ଏହି ଏକାଦଶୀକୁ ଅନ୍ନଦା…