୬ ମାସ ଯାଏଁ କର୍ମଚାରୀଙ୍କ ଧର୍ମଘଟ ଉପରେ କଟକଣା ଲାଗୁ କଲେ ସରକାର
କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗୁ ହେଲା କଟକଣା । ୬ ମାସ ଯାଏଁ ରାଜ୍ୟରେ ଧର୍ମଘଟ କିମ୍ବା ଆନ୍ଦୋଳନ କରିପାରିବେନି ପ୍ରାଣୀ ଚିକିତ୍ସକ । ଏଥିପାଇଁ ରାଜ୍ୟ ସରକାର ଲଗାଇଲେ ଏସମା । ଚୁକ୍ତିଭିତ୍ତିକ କର୍ମଚାରୀ, ପ୍ରାଣୀ ଚିକିତ୍ସକ, ପ୍ରାଣୀ ସମ୍ପଦ ନିରୀକ୍ଷକ, ପାରାଭେଟ, ଅନ୍ୟ ତୃତୀୟ ଓ ଚତୁର୍ଥ…