ଆସନ୍ତାକାଲି ହେବ ସାଧାରଣ ନିର୍ବାଚନ ତାରିଖ ଘୋଷଣା
ଆସନ୍ତାକାଲି ହେବ ସାଧାରଣ ନିର୍ବାଚନ ତାରିଖ ଘୋଷଣା। ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ। କାଲି ଅପରାହ୍ନ ୩ଟାରେ ହେବ ନିର୍ବାଚନ ତାରିଖ ଘୋଷଣା। ପ୍ରେସମିଟ କରି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ ପୋଲ୍ ପ୍ୟାନେଲ ମୁଖ୍ୟ ରାଜୀବ କୁମାର। ତାରିଖ ଘୋଷଣା…