ସାନ ଭାଇକି ଖଣ୍ଡାରେ ହାଣିଲା ବଡ଼ ଭାଇ
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଲୁଣଚାଟିରେ ରବିବାର ଜାଗା ବିବାଦ କୁ ନେଇ ବଡ଼ ଭାଇ ଏବଂ ସାନ ଭାଇ ମଧ୍ୟରେ ଯୁକ୍ତିତର୍କ ହେବାରୁ ସାନ ଭାଇ କୁ ଖଣ୍ଡା ରେ ହାଣି ଜୀବନ ମାରିଦେଇଛି ବଡ଼ଭାଇ। ଉକ୍ତ ଗାଁ ର ଦେବେନ୍ଦ୍ର ମାହାନାଙ୍କ ପାଞ୍ଚ ପୁଅ ଥିବା ବେଳେ ଜାଗାକୁ ନେଇ…