ନିର୍ଦ୍ଦୋଷରେ ଖଲାସ ହେଲେ ଡି ବ୍ରଦର୍ସ
କଟକ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ୍ ହତ୍ୟା ମାମଲା । ନିର୍ଦ୍ଦୋଷରେ ଖଲାସ ହେଲେ ୨ ମୁଖ୍ୟ ଅଭିଯୁକ୍ତ ଧଳସାମନ୍ତ ଭ୍ରାତା । ଉଭୟ ସୁଶାନ୍ତ ଧଳସାମନ୍ତ ଓ ସୁଶିଲ ଧଳସାମନ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଆରିଫ୍ ଖାଁ ମଧ୍ୟ ନିର୍ଦ୍ଦୋଷରେ ଖଲାସ…